ଲକ୍‌ଡାଉନ୍‌ରେ ଘରୁ ତଡ଼ିଦେଲେ ମାଲିକ:ଛଅ ମାସର ଗର୍ଭବତୀ ପତ୍ନୀଙ୍କୁ ଧରି ଥାନା ଦ୍ୱାରସ୍ଥ ହେଲେ ଗାଡ଼ି ଚାଳକ

ଭୁବନେଶ୍ୱର : ଲକଡାଉନର କଠିନ ପରିସ୍ଥିତିରେ କାହାକୁ ଚାକିରିରୁ ଛଟେଇ ନ କରିବା ପାଇଁ କିମ୍ବା ଘର ମାଲିକ ଭଡ଼ାଟିଆଙ୍କୁ ଘରୁ ବାହାର ନକରିବା ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି ସରକାର। ହେଲେ ସରକାରଙ୍କ ଏହି ଅନୁରୋଧକୁ ବେଖାତିର କରି ମଣିଷ ପଣିଆକୁ କିଭଳି ମାଟିରେ ମିଶାଇ ଦିଆଯାଇଛି, ତାର ଏକ ନିଚ୍ଛକ ଚିତ୍ର ସାମ୍ନାକୁ ଆସିଛି। ହାତ ଧରାଧରି ହୋଇ ଚାଲୁଥିବା ଏହି ଦମ୍ପତି ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। … Continue reading ଲକ୍‌ଡାଉନ୍‌ରେ ଘରୁ ତଡ଼ିଦେଲେ ମାଲିକ:ଛଅ ମାସର ଗର୍ଭବତୀ ପତ୍ନୀଙ୍କୁ ଧରି ଥାନା ଦ୍ୱାରସ୍ଥ ହେଲେ ଗାଡ଼ି ଚାଳକ